An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ହ
ହରି ପାଶେ ରହିଣ ହରି ହରୁଛି ପ୍ରାଣ
ହସିବା ହେବଟି ଦୂଷଣ
ହିମବର ମଣ୍ଡଳେ ହିରଣ୍ୟରେ ତା’ ଜାଳେ
ହେଉଛି ଛଟପଟ ପ୍ରାଣ ହେ ।
ହରିଣୀ ପରି କର ତ୍ରାଣ ହର ମୋ ଘୋର ତମମାନ
ହସ୍ତ ପ୍ରସାରେ ଦାନ ହଂସ ମଧ୍ୟରେ ସ୍ଥାନ
ହରଷେ ଦିଅ ଜନାର୍ଦ୍ଦନ ହେ ଜଗନ୍ନାଥ । ।