An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଷ
ଷଶ୍ୱ ସାରସ ପତି ସର୍ବଦା ଯା’ରେ ଚିନ୍ତି
ସୁର ମୁକୁଟ ମଣି ତୁମ୍ଭେ
ସଂସାର ତାରଣକୁ ତରି କରିଛି ମୁହିଁ
ସର୍ବଭୂତ ପତିଙ୍କ ଦମ୍ଭେ ହେ ।
ସର୍ବପଂଚମି ମାନେ ଗ୍ରାସି ଶରୀର ଦେଉଛନ୍ତି ଧ୍ୱଂସି
ସବିତା ଦେବତାଙ୍କ ସହାୟ ଲୋଡ଼ି ମୁହିଁ
ସୂର୍ଯ୍ୟେନ୍ଦୁ ସଙ୍ଗ ହେଲା ଆସି ହେ ଜଗନ୍ନାଥ । ।