An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଶ
ସାରସ ଚରଣକୁ ସରସିଜାନନକୁ
ସରସେ ବଳାଇଲି ମନ
ସରସ କଲି ମୋର ମନ ହେ ।
ସହାସ୍ୟ ହୋଇଲା ବଦନ ସହଜେ ପାଇବାକୁ ତ୍ରାଣ
ସରସ ମନ କରି ଶାରଙ୍ଗ ଧନୁର୍ଦ୍ଧାରୀ
ସତ୍ୱରେ ପେଷ ସୁଦର୍ଶନ ହେ ଜଗନ୍ନାଥ । ।