An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ବ
ବାରିଧିରୁ ଯା’ ଜାତ ବାରିଜା ଧବଧୃତ
ବାଧୁଛି ଇତର ଚୁମ୍ବନ
ବାଧିଲା ତାହା ପରି ବାରିଜାଧବେ ଧରି
ବିଧି ଲେଖା ନହେଲା ଆନ ହେ ।
ବିଶେଷ ଗ୍ରୀଷ୍ମେ ତାପି ହୋଇ ବାରିଧି ଜଳେ ମୁଁ ବୁଡ଼ଇ
ବେଳୁ ବେଳ ଦିଗୁଣ ବଢ଼ିଲା ତାପମାନ
ବିଶ୍ୱପତିଙ୍କ ଆଶ୍ରା ବହି ହେ ଜଗନ୍ନାଥ । ।