An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଲ
ଲୟ ରଖିଲି ମୁହିଁ ଲକ୍ଷ୍ମୀକାନ୍ତେ ମନାଇଁ
ଲଭିବି ପରମ ଗତିକି
ଲଭିଲି ଚିରଦିନ ଲଭେ ମାତ୍ର କଷଣ
ଲଜ୍ଜିତ ହୋଇଲି ମତିକି ହେ ।
ଲଲାଟ ଲେଖା ହେଲା ସାର ଲକ୍ଷ୍ମୀପତିଙ୍କି କରିଭର
ଲବେ ମୋ ନାହିଁ ଶାନ୍ତି ଲକ୍ଷ୍ମୀପତି କିରତି
ଲେଖିବ କାହୁଁ ଏ ପାମର ହେ ଜଗନ୍ନାଥ । ।