The Ekwesha

An Anthology of Odia Poetry by Basudev Rath

Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.

ମନ୍ଦାର ଏ ମନ୍ଦାର            ମନ୍ଦରଧର ଧର

ମହିଁମା କି ବର୍ଣ୍ଣିବି ମୁହିଁ

ମିତ୍ର କରୁ ଦିଗୁଣ            ମହୀଧରୁ କଠିନ

ଅନନ୍ତ ବିସ୍ତୀର୍ଣ୍ଣ ଯାହା ହିଁ ହେ ।

ମୋ ଛାରେ କାହିଁ ତା ସଂଭବ            ମହାତ଼୍ମାଙ୍କର ନାହିଁ ଠାବ

ମହତର ମହତ               ମହା ମହିମା ତତ୍ୱ

ମାଥ ଚାରିରେ ଅସମ୍ଭବ ହେ ଜଗନ୍ନାଥ । ।

ଶ୍ରୀଜଗନ୍ନାଥ ଚଉତିଶା