An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଫ
ଫାନ୍ଦ ପାତିଲି ମନେ ଫୁଲ ପୂର୍ଣ୍ଣ ବଦନେ
ଫୁରୁଣା ନୋହିଲା ତୁମ୍ଭର
ଫଳ ପୂର୍ଣ୍ଣ ପାଦପ ସ୍ଫଟିକ ଚିତ୍ରରୂପ
ଫଟା କପାଳୁ ହେଲା ମୋର ହେ ।
ଫଣୀ ଅରିର ପତି ହୋଇ ଫଣୀ ଗୁଣକୁ ଯେବେ ବହି
ଫଣୀ ଗରଳେ ନାଶ ଫଳିଲା ମୋ ଅବଶ୍ୟ
ଫଣୀ ତୁଣ୍ଡିକ ବିଶ୍ୱେ କାହିଁ ହେ ଜଗନ୍ନାଥ । ।