An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ନ
ନଦୀର ସମାଗମ - ର୍ଣ୍ଣବେ ନଥିଲେ ଯେଣୁ
ନଦରେ ହୁଅଇ ବର୍ଣ୍ଣିତ
ନଳିନ ପଦାର୍ଣ୍ଣବେ ମନ ନଦୀକି ମୋର
ସଂଯୋଗ କର ରମାନାଥ ହେ ।
ନରପତିରେ ଇଛା ନାହିଁ ନରପତିଙ୍କି ଇଚ୍ଛେ ମୁହିଁ
ନିଶୀଥିନୀରେ ପଡ଼ି ନପାଏ ପଥ ଲୋଡ଼ି
ନବଗ୍ରହଙ୍କ ପତି ଥାଇ ହେ ଜଗନ୍ନାଥ । ।