An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଥ
ଥୟ ନପାନ୍ତି ଯା’ର ସ୍ଥିର ବ୍ରହ୍ମା ଶଙ୍କର
ଥିର କରିବି ମୁହିଁ କାହୁଁ
ଥିର ନ ପାଇ ତୋର ଥକା ମନକୁ ମୋର
ଥୋଇଲି ସ୍ଥିରେ ମହାବାହୁ ହେ ।
ଥିର ମୁଁ ନୋହେ ଛ’ ତାରରେ ଥୋଇଲି ଦି’ ତାର ତୋ ପରେ
ଥରେ ଉଦାରେ ମୋରେ ଥରାଇଲେ ନେତ୍ରରେ
ଥିର ବିପତି ଯିବ ଦୂରେ ହେ ଜଗନ୍ନାଥ । ।