An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଢ
ଢମ କହିବି କାହିଁ ଢାଙ୍କି ରହିଛି ଏହି
ଢାଙ୍କୁଣୀ ସିନା ଚଉରାଶୀ
ଢାଳି ନୟନ ଶେଷ ଢାଳି ଦେଲେ ପୀୟୁଷ
ଢଳି ଯିବ ସେ ଭୟରାଶି ହେ ।
ଢାଳେ ମୁଁ ନଜାଣଇ ଆନ ଢାଳି ଦେଇଛି ତୋ ଚରଣ
ଢାଳି ଦେଇଛି ମୋର ଢଳହଳ ଚଂଚଳ
ଢଳି ଯାଉ ବିପଦମାନ ହେ ଜଗନ୍ନାଥ । ।