An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଠ
ଠୁଳ ରୂପକୁ ତୋର ଠାବ କାହିଁ ମୋହର
ଠକି ନଦିଅ ମୋତେ ଠକାଇ ତାଙ୍କ ମତେ
ଠକାଇ ଦେଇଛି ପରାଣ ହେ ।
ଠାବ ନଦେଲେ ଦୟାବହି ଠାବକୁ ବିଶ୍ୱେ ସଦ୍ମ କାହିଁ
ଠାକୁର ପଦ ଯାର ଠୁଳ ବ୍ରହ୍ମାଣ୍ଡେ ସାର
ଠୁକିଲି ଲଲାଟକୁ ମୁହିଁ ହେ ଜଗନ୍ନାଥ । ।