An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଞ
ନୀଳ ଅମ୍ବର ଧାରୀ ନୀଳାଚଳ ବିହାରୀ
ନୀରଦ ରୂପ ନାରାୟଣ
ନୀଳ କନ୍ଦରେ ଯାର ନିରେଖଙ୍କ ଉଦ୍ଧାର
ନିମନ୍ତେ ନିତ୍ୟ ଲୀଳା ଜାଣ ହେ ।
ନିରକ୍ଷର ହିଁ ମୁଁ ନିରକ୍ଷ ନିରେଖ ବାରେ ନୀରଜାକ୍ଷ
ନୀର କ୍ଷୀର ଭାବରେ ନିରେଖ ପ୍ରଭୁଥରେ