An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଝ
ଝରଝର ହୋଇଣ ଝରୁଛି ତୋ ଚରଣ
ଯୁଗଳୁ ଝର ତିନି ଧାର
ଝଳି ବ୍ରହ୍ମାଣ୍ଡ ଖଣ୍ଡେ ଝଲକି ବହେ ଚାଣ୍ଡେ
ଝଷ ମୁହିଁ ମାତ୍ରକ ଛାର ହେ ।
ଝାଞ୍ଜଣା ତମେ ହେଲି ପୋଡ଼ି ଝରଣା ମୋ ବେଳେ ନିହୁଡ଼ି
ଝଷଧ୍ୱଜ ପିଅର ଝୁରୁଛି ନିରନ୍ତର
ଝିମିଟେ ଦିଅ ତାହା ଫେଡ଼ି ହେ ଜଗନ୍ନାଥ । ।