An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଜ
ଜଳଧର ବରନ ଜଳଜ ନୟନକୁ
ଜପି ମୁଁ ବଳାଇଲି ମନ
ଜଳଜ କରେ ଯାର ଜନ୍ୟଶ୍ଚକ୍ର ସୁନ୍ଦର
ଜନଙ୍କ ବିପଦ ବାରଣ ହେ ।
ଜମ୍ଭଭେଦୀରେ ନାହିଁ ଆଶ ଯମୁନା ଭ୍ରାତେ ମୋତେ ତ୍ରାସ
ଜଳଧି ତରିବାକୁ ଜଳ ସୁତା ପତିଙ୍କୁ
ଯୁକତେ କରିଛି ମୁଁ ଆଶ ହେ ଜଗନ୍ନାଥ । ।