An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଛ
ଛନ୍ଦା ଚରଣେ ମୁହିଁ ଛନ୍ଦିଛି କର ଦୁଇ
ଛାଡ଼ିବି ନାହିଁ ବେଳେ ତୋତେ
ଛାଡ଼ିବୁ ଯେବେ ତୁହି ଛାଡ଼ିବି ଜୀବନ ହିଁ
ଷଡ଼ ଅଇରିଙ୍କର ଘାତେ ହେ ।
ଛନ୍ଦ କରୁଛ କାହିଁ ପାଇଁ ଛପନେ ଗଣାକି ମୋ ନାହିଁ
ଛତିଶ ଆଦ୍ୟେ ଥୋଇ ଛାୟା ମାତ୍ର ନଦେଇ
ଛ’ ନ୍ୟୁନ ଯୋଗକି ହେବହିଁ ହେ ଜଗନ୍ନାଥ । ।