An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଚ
ଚଣ୍ଡ ପୁତ୍ର ପରାଏ ଚଣ୍ଡୀ କରି ହୃଦୟେ
ଚଣ୍ଡୀଧବ ଯା’ଶିରେ ଧରିଛି ନିରନ୍ତରେ
ଚରଣୁ ସ୍ରବେ ତୋ ନିରତେ ହେ ।
ଚଂଚଳା ପତି ଖଡ୍ଗ ଧାରୀ ଚଣ୍ଡାଳ ହେଉଛି ଭଗାରୀ
ଚ’କାର କ’କାରରେ ର’କାର ଦେଇ ଥରେ
ଚଂଚଳେ ଦିଅ ତା’ ନିବାରି ହେ ଜଗନ୍ନାଥ । ।