An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଙ
ଊନପଂଚାଶ ଛନ୍ଦି ଊନବିଂଶ ଛ’ ବନ୍ଦି
ଉତମ ପାଂଚ ଗୁରୁ ନେଲି
ଉଦେଗିରିରେ ମୁହିଁ ଉତ୍ପଳ ପରେ ଥୋଇ
ଅତ୍ୟନ୍ତ ପ୍ରୀତ ମୁଁ ହୋଇଲି ହେ ।
ଉଦ୍ବିଗ୍ନ ଚିତ ଦୂର କଲି ଉଜ୍ଜ୍ୱଳ ଜ୍ୟୋତି ନିରୁପିଲି
ଉପଚାର ଅଭାବ ଉପଚାର ସ୍ୱଭାବ
ଉପଚାରରେ ପୂଜା କଲି ହେ ଜଗନ୍ନାଥ । ।