An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଘ
ଘଟେ ପୁରାଇ ମୋର ଘଟଣ ରୂପସାରି
ଘୋଷିଲି ଘେରାଇ ମାନସ
ଘଉଡ଼ାଇ ନ ଦିଅ ଘଂଟ ଘୋଡ଼ାଇ ଦିଅ
ଘୋର ବିପତି ଯାଉ ନାଶ ହେ ।
ଘସ୍ରନାଥ ମଣ୍ଡଳେ ରହି ଘୋର ତମରେ ହେଲି ଦହି
ଘଟେ ବିପରୀତକୁ ଘଟଣା ମୋ ବେଳକୁ
ଘଟରେ କିବା କାର୍ଯ୍ୟ ରହି ହେ ଜଗନ୍ନାଥ । ।