An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଗ
ଗରିବ ଦୁଃଖ ହରା ଗଙ୍ଗାଧର ପସରା
ଗଜ ବିପତି ହରା ହରି
ଗର୍ବ ପର୍ବତ ମୋର ଗରୁଡ଼େୟ ନ ଟାଳ
ଗରିଷ୍ଠ ତ୍ରାସ ଦିଅ ଟାଳି ହେ ।
ଗୁରୁଙ୍କ ସେବା ନାହିଁ ମୋର ଗୃହ ଜଞ୍ଜାଳେ ନେଲି କାଳ
ଗଣରେ ନୋହେ ଗଣା ଗୁଣି ପାଇଲି ଘୃଣା
ଗଞ୍ଜିଲି ଗୁରୁଙ୍କୁ ମୋହର ହେ ଜଗନ୍ନାଥ । ।