An Anthology of Odia Poetry by Basudev Rath
Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.
ଖ
ଖଣ୍ଡିଣ ସର୍ବ ଆସ ଖଟାଇଲି ମାନସ
ଖଗ ବିହାରୀ ପାଦ ତଳେ
ଖଣ୍ଡିଲ ନାହିଁ ମୋର ଖେଦ ଭଣ୍ଡାର ଛାର
ଖଡ଼ଗ ନାହିଁକି ଶ୍ରୀକରେ ହେ ।
ଖିଆଲ ମାତ୍ର ଯାର କ୍ଷୀର ଲବଣୀ ସର
ଖାଇଲେ ନସରଇ ବିଶ୍ୱ ହେ ଜଗନ୍ନାଥ । ।