The Ekwesha

An Anthology of Odia Poetry by Basudev Rath

Ekwesha is a profound collection of Odia devotional poetry authored by the late Basudev Rath. This anthology delves into Odisha's rich spiritual traditions, exploring various mythological themes through expressive and evocative language.

କର ଭଜନରେ ମନ କରଭଜନ

କର ଭଜନରେ ମନ କରଭଜନ

କମଳା କାନ୍ତ ମାଧବ ମଧୁସୂଦନ ।(ଘୋଷ) ।

ପୀତାମ୍ବର ପୀତବାସ ପୁତ ନାରୀ ହୃଷୀକେଶ

ପଙ୍କଜ ନୟନ ପାପ ପଙ୍କନାଶନ ।୧ ।

ମନ୍ଦଦର ଧର ମୁକୁନ୍ଦ ନାରାୟଣ ଆଦିକନ୍ଦ

ପର୍ଣ୍ଣଙ୍ଗାସନ ଗୋବିନ୍ଦ ପୁରୁଷୋତମ ।୨ ।

ଦେବକୀ ନନ୍ଦନ ଶ୍ୟାମ ଦଇତାରୀ ଅଭିରାମ

ସୁଦରଶନ ଧାରଣ କରୁଣା ଧାମ ।୩ ।

କର ଭଜନରେ ମନ କରଭଜନ